ନବୀନ ସାଜିଲେ ହତ୍ୟାକାରୀ : ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା

କୁଚିଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ,ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ କୁଚିଣ୍ଡା: ଗାଁର ଯାତ୍ରା ମଣ୍ଡପରେ ରକ୍ତର ଧାର ବହିଛି। ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମର ଯାତ୍ରା ମଣ୍ଡପରେ ଆଜି ଦିନ ଦ୍ୱିପ୍ରହରରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନଙ୍କର ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ନିକଟସ୍ଥ ଚାଷ ଜମିରେ କୁରାଢ଼ୀରେ ହାଣି ଦିଆଯାଇଛି। ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ୩ … Continue reading ନବୀନ ସାଜିଲେ ହତ୍ୟାକାରୀ : ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା